Download Now Banner

This browser does not support the video element.

ରାଉରକେଲା ମ୍ୟୁନିସିପାଲଟି: କୋଏଲନଗର "ସି"ବ୍ଲକର"ନୀଳାଚଳ ଯୁଵ ପରିଷଦ" ଅନୁଷ୍ଠାନର ପ୍ରଭୁ ଗଣେଷଙ୍କ ଭସାଣି କାର୍ଯ୍ୟକ୍ରମ ଆରମ୍ଭ ହୋଇଯାଇଛି

Raurkela M, Sundargarh | Aug 31, 2025
ଅଗଷ୍ଟ ୩୧ତାରିଖ ମଧ୍ୟାହ୍ନ ୨ଟା୨୦ମିନିଟ ସୁଦ୍ଧା ପ୍ରଭୁ ଗଣେଷଙ୍କ ଭସାଣି ପାଇଁ ସମସ୍ତ ପୂଜାର୍ଚନା ପରେ ସମସ୍ତ ଭକ୍ତ ଆନନ୍ଦ ମନରେ ପ୍ରସାଦ ଖାଇଥିଲେ,ଏବଂ ଖୁସିରେ ପ୍ରଭୁ ଗଣେଷଙ୍କୁ ବିସର୍ଜନ ପାଇଁ ପ୍ରସ୍ତୁତି ହୋଇଥିଲା,ସନ୍ଧ୍ୟା ୬ଟା ସୁଦ୍ଧା ବାଜା,ଘଣ୍ଟ ଆଦି ବଜାଇ "ଗଣପତି ବାବା ମୋରିଆ,ଆଗଲା ସାଲକୁ ଜଲଦି ଆ " ନାରା ଦେଇ ନଗର ଭ୍ରମଣ କରି,ଶତାଧିକ ଭକ୍ତ ଆନନ୍ଦରେ କୋଏଲନଦୀରେ ପ୍ରଭୁ ଗଣେଶଙ୍କୁ ବିସର୍ଜନ କରିଥିଲେ,
Read More News
T & CPrivacy PolicyContact Us