Download Now Banner

This browser does not support the video element.

ଆନନ୍ଦପୁର: ହାଟଡ଼ିହି ଠାରେ ସ୍ଵଚ୍ଛତା ହିଁ ସେବା ପାଇଁ ବ୍ଲକ ସ୍ତରୀୟ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ

Anandapur, Kendujhar | Sep 20, 2025
ହାଟଡିହି ବ୍ଲକ କାର୍ଯ୍ୟାଳୟ ପରିସରରେ ବ୍ଲକ ସ୍ତରୀୟ ସ୍ଵଚ୍ଛତା ହିଁ ସେବା ଏବଂ ପରିମଳ ସମ୍ବନ୍ଧୀୟ  ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଯାଇଛି। ବି.ଏଲ୍.ସି କାର୍ତ୍ତିକ ପାତ୍ରଙ୍କ ସଂଯୋଜନାରେ ଦିନ୪ଟା ପର୍ଯ୍ୟନ୍ତ ଅନୁଷ୍ଠିତ ଏହି ତାଲିମ ଶିବିରରେ ବିଡ଼ିଓ ରଞ୍ଜନ କୁମାର ପରିଡ଼ା, ଏବିଡିଓ ରସ୍ମୀରେଖା ନାଏକ, ସି ପି ସୁବ୍ରତ ନାୟକ ପ୍ରମୁଖ ଯୋଗଦେଇ ସ୍ବଚ୍ଛତା କାର୍ଯକ୍ରମ ଗୁଡ଼ିକ ଉପରେ ପ୍ରଶିକ୍ଷଣ ଦେଇଥିଲେ। ଏଥିରେ ସମସ୍ତ ପଞ୍ଚାୟତର ସରପଞ୍ଚ, ସମିତି ସଭ୍ୟ ଓ ପିଇଓ ମାନେ ଯୋଗଦେଇଥିଲେ।
Read More News
T & CPrivacy PolicyContact Us