Download Now Banner

This browser does not support the video element.

ସିମୁଳିଆ: ସିମୁଳିଆ ବ୍ଲକ ର ବିଭିନ୍ନ ପଞ୍ଚାୟତ ରେ ବିଜେଡି ର ସାଙ୍ଗଠନିକ ବୈଠକ କଲେ ପୂର୍ବତନ ବିଧାୟକ,

Similia, Balasore | Sep 9, 2025
ସିମୁଳିଆ ବ୍ଲକ ର ବିଭିନ୍ନ ପଞ୍ଚାୟତ ରେ ବିଜେଡି ର ସାଂଗଠନିକ ବୈଠକ ଅନୁଷ୍ଠିତ ହୋଇଯାଇଛି l ଆଜି ମଙ୍ଗଳବାର ଅପରାହ୍ନ 5 ଘଟିକା ପର୍ଯ୍ୟନ୍ତ ସିମୁଳିଆ ବ୍ଲକ ର ପୋରୁଷତମପୁର, ଅବଝଣା, କାଞ୍ଚପଡା ଓ ଅଣ୍ଡରେଇ ପଞ୍ଚାୟତ ରେ ପୂର୍ବତନ ବିଧାୟକ ଜ୍ୟୋତି ପ୍ରକାଶ ପାଣିଗ୍ରାହୀ ଆଵାହ୍ୱକ ରେ ବିଜେଡି ର ସାଂଗଠନିକ ବୈଠକ ଅନୁଷ୍ଠିତ ହେବା ସହିତ ବିଭିନ୍ନ ପଞ୍ଚାୟତ ରେ ବିଜେଡି ଦଳ ପକ୍ଷରୁ ଦିଆଯାଇଥିବା bla ନିଯୁକ୍ତି କରିଥିଲେ ଶ୍ରୀ ଯୁକ୍ତ ପାଣିଗ୍ରାହୀ l
Read More News
T & CPrivacy PolicyContact Us