This browser does not support the video element.
ଖୋର୍ଦ୍ଧା: ବେଗୁନିଆ ପେଟ୍ରୋଲ ଟାଙ୍କି ନିକଟରେ ଦୁଇ ବାଇକ ମୁହାଁ ମୁହିଁ ଦୁର୍ଘଟଣା ତିନି ଗୁରୁତର
Khordha, Khordha | Sep 10, 2025
ଖୋର୍ଦ୍ଧା - ବଲାଙ୍ଗୀର 57 ନମ୍ବର ଜାତୀୟ ରାଜପଥ ର ବେଗୁନିଆ ପେଟ୍ରୋଲ ପମ୍ପ ନିକଟରେ ସଡ଼କ ଦୃଘଟଣା। 3 ଗୁରୁତର ସୂଚନା। ଗୁରୁତରଙ୍କ ମଧ୍ୟରେ ଜଣେ ମହିଳା ଥିବା ଜଣାପଡିଛି। ଦୁଇ ବାଇକ୍ ମୁଂହାମୁହିଁ ଧକା ହେବା ପରେ ଟ୍ରାକ୍ଟର ସହିତ ବାଇକ ଧକା ହୋଇଥିଲା। ଗୁରୁତରଙ୍କୁ ଖୋର୍ଦ୍ଧା ସ୍ଥାନାନ୍ତର କରାଯାଇଛି। ଘଟଣା ସ୍ଥଳରେ ବେଗୁନିଆ ପୋଲିସର ତଦନ୍ତ ।