Download Now Banner

This browser does not support the video element.

ଉଦଳା: ଖୁଣ୍ଟା ବ୍ଲକର ସମ୍ମିଳନୀ କକ୍ଷରେ ଆଦି କର୍ମ ଯୋଗୀ ଅଭିଯାନ ସମ୍ବନ୍ଧୀୟ ବ୍ଲକ ସ୍ତରୀୟ ତାଲିମ ଶିବିର ଅନୁଷ୍ଠିତ

Udala, Mayurbhanj | Sep 9, 2025
ମଙ୍ଗଳବାର ଅପରାହ୍ନ ପ୍ରାୟ ୫.୩୦ ଟା ସମୟରେ ମୟୂରଭଞ୍ଜ ଜିଲ୍ଲାର ଖୁଣ୍ଟା ବ୍ଲକର ସମ୍ମିଳନୀ କକ୍ଷରେ ବିଡିଓ ଙ୍କ ଉପସ୍ଥିତିରେ ଆଦି କର୍ମ ଯୋଗୀ ଅଭିଯାନ ସମ୍ବନ୍ଧୀୟ ବ୍ଲକ ସ୍ତରୀୟ ତାଲିମ ଶିବିର ଅନୁଷ୍ଠିତ ହୋଇଯାଇଛି। ଏଥିରେ ବ୍ଲକର ସମସ୍ତ ଅଧିକାରୀ ଓ କର୍ମଚାରୀ ମାନଙ୍କ ସହିତ ସମସ୍ତ ଲାଇନ ବିଭାଗର ଅଧିକାରୀ ମାନେ ଉପସ୍ଥିତ ରହିଥିବା ନେଇ ସୂଚନା ମିଳିଛି।
Read More News
T & CPrivacy PolicyContact Us