This browser does not support the video element.
ଆନନ୍ଦପୁର: ଗୋରୁ ଚୋରକୁ ଧରି ପୋଲିସ ଜିମା ଦେଲେ ବଞ୍ଚୋ ଗ୍ରାମବାସୀ
Anandapur, Kendujhar | Aug 22, 2025
ବଞ୍ଚୋ ଗ୍ରାମରୁ ଗୋରୁ ଚୋରି କରି ନେଇଥିବା ଜଣେ ବ୍ୟକ୍ତିଙ୍କୁ ଧରି ପୋଲିସ୍ ଜିମା ଦେଇଛନ୍ତି ବଞ୍ଚୋ ଗ୍ରାମବାସୀ। ପଞ୍ଚାୟତର ସରପଞ୍ଚ ପ୍ରସାନ୍ତ ରାଉତଙ୍କ ଅଭିଯୋଗ ଅନୁଯାଇ ଗାଁ ରେ ବୁଲୁଥିବା ଏକ ଗୋରୁକୁ ମୋଚିନ୍ଦା ଗ୍ରାମର ଜଣେ ବ୍ୟକ୍ତି ଚୋରାଇ ନେଇଥିଲା। ଆଜି ଏହା ଜାଣିବା ପରେ ଆନନ୍ଦପୁର ପୋଲିସ ସହଯୋଗରେ ମୋଚିନ୍ଦା ଗ୍ରାମର ନବିନା ସାହୁ ନାମକ ବ୍ୟକ୍ତି ଜଣକ ଗୋରୁଟିକୁ ଆଣି ରାତି୮ଟା ବେଳେ ବଞ୍ଚୋ ଗ୍ରାମରେ ପହଞ୍ଚାଇଥିଲେ। ଗ୍ରାମବାସୀ ମାନେ ଚୋରକୁ ଅଟକ ରଖି ପୋଲିସକୁ ହସ୍ତାନ୍ତର କରିଛନ୍ତି।