This browser does not support the video element.
ବୀରମହାରାଜପୁର: ଗଣ୍ଡାବାହାଲ ଗ୍ରାମର ଜଣେ ବ୍ୟକ୍ତିଙ୍କ ଘରୁ ବିଷଧର ନାଗ ସାପକୁ ଉଧାର କଲେ ସାପ ଧରାଳି
Biramaharajpur, Subarnapur (Sonepur) | Sep 4, 2025
ଉଲୁଣ୍ଡା ସଦର ମହକୁମା ଗଣ୍ଡାବାହାଲ ଗ୍ରାମର ଜଣେ ବ୍ୟକ୍ତିଙ୍କ ଘରୁ ଆଜି ରାତି ପ୍ରାୟ 8ଟା ସମୟରେ ଏକ ବିଷଧର ନାଗ ସାପକୁ ଉଧାର କରାଯାଇଛି l ସୂଚନା ଅନୁସାରେ ଗ୍ରାମର ବାବୁ ହାତୀ ଙ୍କ ଘରକୁ ବିଷଧର ନାଗ ସାପ ଘର ଭିତରକୁ ପଶି ଆସିଥିଲା l ଫଳରେ ପରିବାର ଲୋକେ ଭୟଭୀତ ହୋଇ ପଡ଼ିଥିଲେ l ତୁରନ୍ତ ସାପ ଧରାଲିଣୁ ଖବର ଦେଇଥିଲେ l ସାପ ଧରାଳି ଯୁଗଳ ମହାକୁର ପହଁଚି ସାପକୁ ସୁରକ୍ଷିତ ଭାବରେ ଉଦ୍ଧାର କରି ନିକଟ ଜଙ୍ଗଲରେ ଛାଡ଼ିଦେଇଥିବ ଜଣାପଡିଛି l