Download Now Banner

This browser does not support the video element.

ମାଲକାନଗିରି: ମାଲକାନଗିରି ଜିଲ୍ଲାରେ ସାର ଅଭାବ, ପର୍ଯ୍ଯାପ୍ତ ସାର ଯୋଗାଇ ଦେବାକୁ କେନ୍ଦ୍ରକୁ ଅନୁରୋଧ କଲେ ନବୀନ

Malkangiri, Malkangiri | Aug 30, 2025
ରାଜ୍ୟରେ ସାରର ଅଭାବକୁ ନେଇ କୃଷକମାନେ ଗୁରୁତର ସମସ୍ୟାର ସମ୍ମୁଖୀନ ହେଉଥିବା ବେଳେ, ବିଜୁ ଜନତା ଦଳ ରାଜ୍ୟ ସରକାରଙ୍କୁ ଏଥିପାଇଁ ଦାୟୀ କରିଛି।ମାଲକାନଗିରି ଜିଲ୍ଲାରେ ସାର ଅଭାବ ଯୋଗୁଁ ଚାଷୀ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ପର୍ଯ୍ଯାପ୍ତ ସାର ଯୋଗାଇ ଦେବାକୁ କେନ୍ଦ୍ରକୁ ଅନୁରୋଧ କରିଛନ୍ତି ବିରୋଧି ଦଳର ନେତା ତଥା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ। ଶନିବାର ପୂର୍ବାହ୍ନରେ ଏନେଇ ସୂଚନା ମିଳିଛି।
Read More News
T & CPrivacy PolicyContact Us