Install App
pintumedia
This browser does not support the video element.
ଖଲ୍ଲିକୋଟ୍: ବଡ ରାମପଲ୍ଲୀ ଗ୍ରାମ ରେ ଗଣେଶ ମେଢ଼ ବୁଲି ଦେଖିବା ସହ ପ୍ରଭୁ ଗଜାନନ ଙ୍କ ଦର୍ଶନ କଲେ ଆସ୍କା ସାଂସଦ ଅନିତା ଶୁଭଦର୍ଶନୀ
Khalikote, Ganjam | Aug 31, 2025
ଖଲ୍ଲିକୋଟ ବ୍ଲକ ଅନ୍ତର୍ଗତ ବଡ ରାମପଲ୍ଲୀ ଗ୍ରାମରେ ଆୟୋଜିତ ଗଣେଶ ମେଢ଼ ବୁଲି ଦେଖିବା ସହ ପ୍ରଭୁ ଗଜାନନ ଙ୍କ ଦର୍ଶନ କରିଛନ୍ତି ଆସ୍କା ସାଂସଦ ଅନିତା ଶୁଭଦର୍ଶନୀ । ଆଜି ଅପରାହ୍ନ ସାଢ଼େ ୩ ଟା ସମୟରେ ସାଂସଦ ଅନିତା ଶୁଭଦର୍ଶନୀ ବଡ ରାମପଲ୍ଲୀ ଗ୍ରାମରେ ପହଞ୍ଚି ସ୍ଥାନୀୟ ଲୋକଙ୍କ ସହ ବିଭିନ୍ନ ବିଷୟ ନେଇ ଆଲୋଚନା କରିବା ପ୍ରଭୁ ଗଜାନନ ଙ୍କ ଦର୍ଶନ କରି ଆର୍ଶୀବାଦ ଲାଭ କରିଛନ୍ତି ।
Share
Read More News
T & C
Privacy Policy
Contact Us
Your browser does not support JavaScript!