Download Now Banner

This browser does not support the video element.

ନୂଆପଡା: ଜୋଙ୍କ ଥାନାରେ ଅପରେସନ ପ୍ରହାର ଅଭିଯାନ, ୧୧ ଲିଟର ଅବୈଧ ଦେଶୀ ମଦ ଜବତ ଜଣେ ଗିରଫ

Nuapada, Nuapada | Sep 7, 2025
ଜୋଙ୍କ ଥାନାରେ ଅପେରସନ ପ୍ରହାର ଅଭିଯାନରେ ୧୧ ଲିଟର ଅବୈଧ ଦେଶି ମଦ ଜବତ ଜୋଙ୍କ ପୋଲିସ୍ ଥାନାରେ OperationPrahar ଅଭିଯାନରେ ଅବୈଧ ମଦ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ନିଆ ଯାଇଛି । କେସ୍ ନମ୍ବର 183/2025 ରେ ପୋଲିସ୍ ୧୧ ଲିଟର ଅବୈଧ ଦେଶୀ ମହୁଲି i/d ଲିକର୍ ଜବତ କରିଛନ୍ତି। ଏହି ଅଭିଯାନରେ ୧ ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି। ସେନ୍ସିଟିଭ୍ ଅଞ୍ଚଳରେ ଅବୈଧ ମଦ ବିକ୍ରୟକୁ ରୋକିବା ପାଇଁ ପୋଲିସ୍ ଓ ଏକ୍ସାଇଜ୍ ବିଭାଗର ସଂଯୁକ୍ତ ଅଭିଯାନ ନିରନ୍ତର ଚାଲିଥିବା କଥା ଅଧିକାରୀମାନେ ଆଜି ପୂରଭାହ୍ନ 11ଟା 30ମିନିଟ ସମୟରେ ସୂଚନା ଦେଵୀଛନ୍ତି।
Read More News
T & CPrivacy PolicyContact Us