Download Now Banner

This browser does not support the video element.

ଫୁଲବାଣୀ ସହର: ବ୍ରାହ୍ମଣୀଗାଁ ବଜାର ନିକଟରେ ଓଭରଟେକ କଲା ବେଳେ କାରକୁ ଧକ୍କା ଦେଲା ଯାତ୍ରୀବାହୀ ବସ, ବୃଦ୍ଧ ମୃତ, ମହିଳା ଗୁରୁତର

Phulabani Town, Kandhamal | Aug 28, 2025
ରାସ୍ତା କଡ଼ ଦୋକାନରେ ଚା’ ପିଉଥିବା ଜଣେ ବୃଦ୍ଧଙ୍କ ଉପରେ ଚଢିଗଲା କାର । ଘଟଣାସ୍ଥଳରେ ବୃଦ୍ଧଙ୍କ ମୃତ୍ୟୁ ହୋଇଥିବା ବେଳେ ଜଣେ ମହିଳା ଗୁରୁତର ହୋଇଛନ୍ତି । ଗୁରୁତର ମହିଳାଙ୍କୁ ବ୍ରହ୍ମପୁର ବଡ଼ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି । ଗୁରୁବାର ସକାଳେ ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ବ୍ରାହ୍ମଣୀଗାଁ ବଜାର ନିକଟ ଧର୍ମ ସାହି ଛକ ନିକଟରେ । ପ୍ରାପ୍ତ ସୂଚନା ଅନୁଯାୟୀ, ଗଦାପୁରରୁ ବ୍ରାହ୍ମଣୀ ଗାଁକୁ ବିକ୍ରାନ୍ତ ଓ ପଦ୍ମାଳୟା ନାମକ ଦୁଇ ଘରୋଇ ଯାତ୍ରୀବାହୀ ବସ ଆଗପଛ ହୋଇ ଦ୍ରୁତ ଗତିରେ ଆସୁଥିଲେ ।
Read More News
T & CPrivacy PolicyContact Us