Download Now Banner

This browser does not support the video element.

ବଲାଙ୍ଗୀର: ଶ୍ରାବଣ ଚତୁର୍ଦ୍ଦଶୀରେ ସହରରେ ଭକ୍ତିମୟ ପରିବେଶ, ହରିଶଙ୍କରରୁ ପାଣି ଆଣି ବିଭିନ୍ନ ଦେବାଳୟ ମାନଙ୍କୁ ଭକ୍ତଙ୍କ ପ୍ରବଳ ଭିଡ

Balangir, Balangir | Aug 8, 2025
ଶ୍ରାବଣ ଚତୁର୍ଦ୍ଦଶୀରେ ବଲାଙ୍ଗୀରରେ ଭକ୍ତମୟ ପରିବେଶ, ହରିଶଙ୍କରରୁ ପାଣି ଆଣି ଦେବାଳୟ ମାନଙ୍କୁ ଭକ୍ତଙ୍କ ପ୍ରବଳ ଭିଡ ଶ୍ରାବଣ ମାସର ପବିତ୍ର ଚତୁର୍ଦ୍ଦଶୀ ଅବସରରେ ବଲାଙ୍ଗୀର ଜିଲ୍ଲାର ବିଭିନ୍ନ ଦେବାଳୟରେ ଆଜି ସକାଳ ୬ଟା ସମୟ ରୁ ଭକ୍ତମୟ ପରିବେଶ ଦେଖିବାକୁ ମିଳିଛି। ହଜାର ହଜାର ଭକ୍ତ ନିଜ ଶ୍ରଦ୍ଧା ଓ ଭକ୍ତି ସହିତ ହରିଶଙ୍କର ରୁ ପବିତ୍ର ପାଣି ଆଣି ଦେବାଳୟ ରେ ଅଭିଷେକ କରୁଛନ୍ତି। ଦିନ ଆରମ୍ଭ ହେବା ସହିତ ଭକ୍ତଙ୍କ ଲମ୍ବା ଧାରୀ ଲାଇନ ଦେଖିବାକୁ ମିଳିଥିଲା। ମନ୍ଦିରରେ ବୋଲ ବୋମ୍ ଧ୍ୱନିରେ ପୂରା ପରିବେଶ ଆଧ୍ୟାତ୍ମିକ ଓ ଶ୍ରଦ୍ଧାମୟ ହୋଇଯାଇଥିଲା।
Read More News
T & CPrivacy PolicyContact Us