Download Now Banner

This browser does not support the video element.

ଜଗତସିଂହପୁର: ପାକନପୁର ନିକଟରେ ଗଣେଶ ଭାଷାଣି ବେଳେ ଡିଜେ ସିଜ କରିବା ଘଟଣାକୁ ନେଇ ପୋଲିସ ଗ୍ରାମବାସୀ ମୁହାଁମୁହିଁ

Jagatsinghapur, Jagatsinghpur | Sep 9, 2025
ଗଣେଶ ଭାଷାଣି ବେଳେ ଡିଜେ ସିଜ କରିବା ଘଟଣାକୁ ନେଇ ପୋଲିସ ଗ୍ରାମବାସୀ ମୁହାଁମୁହିଁ । ପ୍ରତିବାଦରେ ପାକନପୁର ଛକ ନିକଟରେ ଜାତୀୟ ରାଜପଥ କୁ ଅବରୋଧ କରିଛନ୍ତି ଗ୍ରାମବାସୀ। ସୂଚନା ମୁତାବକ ପାକନପୁର ଛକ ନିକଟରେ କାଠିଆପଡ଼ା ଗ୍ରାମବାସୀ ଙ୍କ ପକ୍ଷରୁ ଗଣେଶ ପୂଜା କରାଜାଇ ଗତକାଲି ତାଙ୍କର ଭଷାଣି କାର୍ଯ୍ୟକ୍ରମ କରାଯାଉ ଥିଲା, ଯେଉଁଥିପାଇଁ 40 ହଜାର ଟଙ୍କା ଦେଇ ଡିଜେ ଅଣାଯାଇ ଭଷାଣି କରାଯାଉ ଥିଲା l କିନ୍ତୁ ଏହାର ସୂଚନା ପାଇବା ପରେ ପୋଲିସ ପହଂଚି ଡିଜେ କୁ ବନ୍ଦ କରିଥିଲା, ଯେଉଁଥିରେ ସ୍ଥାନୀୟ ଲୋକେ ଉତେକ୍ତ ହୋଇ ପୋଲିସ ସହିତ ମୁହାଁ ମୁହିଁ ହୋଇ ଜାତୀୟ ରାଜପଥ କୁ ପାକନ
Read More News
T & CPrivacy PolicyContact Us