Download Now Banner

This browser does not support the video element.

ବାଲେଶ୍ବର ମ୍ୟୁନିସିପାଲଟି: ବଳରାମଗଡ଼ି ମାଛଧରା କେନ୍ଦ୍ର ଠାରେ ଦୁଇ ମତ୍ସ୍ୟଜୀବୀଙ୍କ ସନ୍ଦେହଜନକ ମୃତ୍ୟୁ

Baleshwar M, Balasore | Aug 23, 2025
ବାଲେଶ୍ୱର ଜିଲା ଚାନ୍ଦିପୁର ବଳରାମଗଡ଼ି ମେରାଇନ୍ ଥାନା ଅନ୍ତର୍ଗତ ବଳରାମଗଡ଼ି ମାଛଧରା କେନ୍ଦ୍ରରେ ଆଜି ଅପରାହ୍ନ ୪.୪୫ ମିନିଟ ସମୟରେ ଦୁଇଜଣ ମତ୍ସ୍ୟଜୀବୀଙ୍କ ସନ୍ଦେହଜନକ ମୃତ୍ୟୁ ଘଟିଛି । ମୃତ ମତ୍ସ୍ୟଜୀବୀ ଦ୍ୱୟ ହେଲେ ଭଦ୍ରକ ଜିଲା ବାସୁଦେବପୁର ଥାନା ପଢୁଆଁ ଗାମର ସେଣ୍ଢ ମଲ୍ଲିକ ଓ ନୂଆଗାଁ ଗ୍ରାମର ମଧୁସୂଦନ ମଲ୍ଲିକ । ଉଭୟଙ୍କ ବୟସ ୩୦ରୁ ୪୦ ବର୍ଷ ହେବ ବୋଲି ଜଣାପଡ଼ିଛି।ନାଗେଶ୍ୱରବୋଟ ଯୋଗେ ଅନ୍ୟ ମତ୍ସ୍ୟଜୀବୀଙ୍କ ସହ ଉକ୍ତ ୨ ଜଣ ମତ୍ସ୍ୟଜୀବୀ ସମୁଦ୍ରକୁ ମାଛ ଧରିବାକୁ ଯାଇଥିଲେ । ମାଛ ଧରି ସାରି ସେମାନେ ମାଛଧରା କେନ୍ଦ୍ରକୁ ଫେରିଥିଲେ ।
Read More News
T & CPrivacy PolicyContact Us