This browser does not support the video element.
ଫୁଲବାଣୀ ସହର: ଆଜି ଭୁବନେଶ୍ଵର ଠାରେ କାର୍ଯ୍ୟକର୍ତ୍ତା ଙ୍କ ସହିତ ଦେଶର ଯଶସ୍ବୀ ପ୍ରଧାନମନ୍ତ୍ରୀ ‘ମନ୍ କି ବାତ୍’ କାର୍ଯ୍ୟକ୍ରମ ରେ ଦେଖିଲେ ବିଧାୟକ
Phulabani Town, Kandhamal | Aug 31, 2025
ଆଜି ଭୁବନେଶ୍ଵର ଠାରେ କାର୍ଯ୍ୟକର୍ତ୍ତା ଙ୍କ ସହିତ ଦେଶର ଯଶସ୍ବୀ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ‘ମନ୍ କି ବାତ୍’ କାର୍ଯ୍ୟକ୍ରମର ୧୨୫ ତମ ସଂସ୍କରଣ ଶୁଣିଲେ ବିଧାୟକ.ମନ୍ କି ବାତ୍ କାର୍ଯ୍ୟକ୍ରମରେ ମାନନୀୟ ପ୍ରଧାନମନ୍ତ୍ରୀ ସ୍ୱଦେଶୀ ଦ୍ରବ୍ୟର ବ୍ୟବହାର କରିବା ଉପରେ ଗୁରୁତ୍ୱାରୋପ କରିଛନ୍ତି । ଏହା ସହ ଓଡ଼ିଆ ଝିଅ ତଥା ଜାତୀୟ କାନୋଇଂ ଖେଳାଳି ରଶ୍ମିତା ସାହୁଙ୍କ ମଙ୍ଗଳ କାମନା କରିବା ସହ ଶୁଭେଚ୍ଛା ଜଣାଇଛନ୍ତି । ପ୍ରଧାନମନ୍ତ୍ରୀଙ୍କ ଏହି ଲୋକାଭିମୁଖୀ କାର୍ଯ୍ୟକ୍ରମ ସଦା ସର୍ବଦା ଜନପ୍ରତିନିଧି ଓ ଜନତାଙ୍କୁ ଏକତା ସୂତ୍ରରେ ବାନ୍ଧିରଖିବା ସହ ଏକ 'ବିକଶିତ ଭାରତ' ଗଠନ