Download Now Banner

This browser does not support the video element.

ଗୋପାଳପୁର: ସତ୍ଯନାରାୟଣପୁର ଠାରେ ଗୁରୁ ଦିବସ ପାଳିତ, ପ୍ରତିକ୍ରିୟା ରଖିଲେ ପ୍ରଧାନ ଶିକ୍ଷକ

Gopalpur, Ganjam | Sep 5, 2025
ସତ୍ୟନାରୟଣ ପୁର ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଠାରେ ଗୁରୁ ଦିବସ ପାଳିତ ହୋଇଯାଇଛି।ଶୁକ୍ରବାର ପୂର୍ବାହ୍ନରେ ଶିକ୍ଷକ ଶିକ୍ଷୟତ୍ରୀ ଉପସ୍ଥିତ ରହି ଗୁରୁ ଦିବସର ତାତ୍ପର୍ଯ୍ୟ ଉପରେ ଆଲୋକପାତ କରିଥିଲେ। ଚରିତ୍ର ଗଠନ, ରାଷ୍ଟ୍ର ନିର୍ମାଣ ଏବଂ ସମାଜରେ ନୂତନ ଚେତନା ଜାଗ୍ରତ କରିବା ପାଇଁ କାର୍ଯ୍ୟ କରନ୍ତି ବୋଲି ଦର୍ଶାଇ ଥିଲେ । ଏହି ଅବସରରେ ପ୍ରତିକ୍ରିୟା ରଖିଛନ୍ତି ପ୍ରଧାନ ଶିକ୍ଷକ ମଳୟ କୁମାର ମହାପାତ୍ର।
Read More News
T & CPrivacy PolicyContact Us