Download Now Banner

This browser does not support the video element.

ବଲାଙ୍ଗୀର: କଲେଜ ଛକ କଲ୍ୟାଣ ମଣ୍ଡପରେ BJP ସେବାପକ୍ଷ ଜିଲ୍ଲାସ୍ତରୀୟ କର୍ମଶାଳା, ବିଜେପି ନେତା ଗୋପାଳଜୀ ପାଣିଗ୍ରାହୀଙ୍କ ପ୍ରତିକ୍ରିୟା

Balangir, Balangir | Sep 9, 2025
ବଲାଙ୍ଗୀର କଲେଜ ଛକ ସ୍ଥିତ କଲ୍ୟାଣ ମଣ୍ଡପରେ ଭାରତୀୟ ଜନତା ପାର୍ଟି ତରଫରୁ ସେବା ପକ୍ଷ ଜିଲ୍ଲାସ୍ତରୀୟ କର୍ମଶାଳା କାର୍ଯ୍ୟକ୍ରମ ଅନୁଷ୍ଠିତ ହେଲା । ଏହି ଅବସରରେ ସ୍ୱଚ୍ଛତା ଅଭିଯାନ, ରକ୍ତଦାନ ଶିବିର, ସ୍ୱାସ୍ଥ୍ୟ ଶିବିର ସହିତ ପ୍ରଧାନମନ୍ତ୍ରୀ ଙ୍କ ଜୀବନୀ ଉପରେ ଡକ୍ୟୁମେଣ୍ଟାରୀ ଫିଲିମ ଆୟୋଜନ କରାଯାଇଥିଲା । କାର୍ଯ୍ୟକ୍ରମରେ ବିଜେପି ନେତା ଶ୍ରୀ ଗୋପାଳଜୀ ପାଣିଗ୍ରାହୀ ମଧ୍ୟ ସାମିଲ ହୋଇ ପ୍ରତିକ୍ରିୟା ରଖିଛନ୍ତି ।
Read More News
T & CPrivacy PolicyContact Us