Download Now Banner

This browser does not support the video element.

ସୁକିନ୍ଦା: କାଳିଆପାଣି ଥାନା ଅଞ୍ଚଳରେ ନାବାଳିକାଙ୍କୁ କିଣି ବିବାହ କରିବା ଅଭିଯୋଗରେ ମଧ୍ଯପ୍ରଦେଶ ଅଞ୍ଚଳରୁ ଯୁବକ ଗିରଫ

Sukinda, Jajpur | Aug 23, 2025
କାଳିଆପାଣି ଖଣି ଅଞ୍ଚଳରେ ଷଡ଼୍‌ଯନ୍ତ୍ର କରି ଜଣେ ନାବାଳିକା କଲେଜ୍‌ ଛାତ୍ରୀଙ୍କୁ ମଧ୍ୟପ୍ରଦେଶର ଜଣେ ବ୍ୟକ୍ତିକୁ ବିକି ଦେଇଥିବା ଘଟଣାରେ ପାଖାପାଖି ୨ ମାସ ପରେ କାଳିଆପାଣି ପୁଲିସ ମଧ୍ୟପ୍ରଦେଶରୁ ଏହି ନାବାଳିକାକୁ ସୁରକ୍ଷିତ ଉଦ୍ଧାର କରି ପୀଡ଼ିତା ନାବାଳିକାଙ୍କୁ ବେଆଇନ ଭାବେ କିଣି ବିବାହ କରିଥିବା ଅଭିଯୁକ୍ତ ଯୁବକକୁ ଶୁକ୍ରବାର ଦିନ ଗିରଫ କରି ଶନିବାର ଅପରାହ୍ନ 3 ଘଟିକା ସମୟରେ କୋର୍ଟ ଚାଲାଣ କରିଥିବା ଦେଖିବାକୁ ମିଳିଛି ।
Read More News
T & CPrivacy PolicyContact Us