This browser does not support the video element.
ସୁକିନ୍ଦା: ହରିପୁର ଗ୍ରାମରେ ଅଜଣା ଜନ୍ତୁ ଦଂଶନରେ ବୃଦ୍ଧା ଆହତ
Sukinda, Jajpur | Aug 25, 2025
ସୁକିନ୍ଦା ବ୍ଲକ ଅନ୍ତର୍ଗତ ହରିପୁର ଗ୍ରାମରେ ଅଜଣା ଜନ୍ତୁ ଦଂଶନରେ ଜଣେ ବୃଦ୍ଧା ଆହତ ହୋଇଥିବା ଦେଖିବାକୁ ମିଳିଛି । ସୂଚନା ମୁତାବକ ହରିପୁର ଗ୍ରାମରେ ଘର ପାର୍ଶ୍ଵରେ ଅଜଣା ଜନ୍ତୁ ଦଂଶନରେ ଗ୍ରାମର ବୃଦ୍ଧା ପ୍ରମିଳା ରାଉତ ଆହତ ହୋଇଥିବା ଦେଖିବାକୁ ମିଳିଥିଲା । ତାଙ୍କୁ ତାଙ୍କର ପରିବାର ବର୍ଗଙ୍କ ସହାୟତାରେ ତୁରନ୍ତ ଉଦ୍ଧାର କରାଯାଇ ସୁକିନ୍ଦା ଗୋଷ୍ଠି ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇ ପ୍ରାଥମିକ ଚିକିତ୍ସା ଜାରି ରହିଥିବା ରବିବାର ରାତି 10 ଘଟିକା ସମୟରେ ଦେଖିବାକୁ ମିଳିଛି ।