This browser does not support the video element.
ପାଲଲହଡା: କୋଇଲା ବୋଝେଇ ରେଳ ୱାଗନରେ ପାଲ ଭିଡ଼ିବା ନେଇ ତାଳଚେର ଉପଜିଲ୍ଲାପାଳଙ୍କୁ ଦାବିପତ୍ର
Palalahada, Angul | Sep 3, 2025
ଏମ ସି ଏଲ କୋଇଲା ଖଣିରୁ କୋଇଲା ବୋଝେଇ ହୋଇ ବାହାରକୁ ଯାଉଥିବା ରେଳ ୱାଗନରେ ପାଲ ଭିଡ଼ା ଯାଉନଥିବାରୁ ପ୍ରଦୂଷଣ ବୃଦ୍ଧି ପାଉଛି । ଆଗାମୀ ଦିନରେ ରେଳ ୱାଗନରେ ପାଲ ଭିଡି କୋଇଲା ପରିବହନ କରିବା ପାଇଁ ବୁଧବାର ସକାଳ ୧୧ ଘଟିକା ସମୟରେ ମହାନଦୀ କୋଇଲା ଠିକା ଶ୍ରମିକ ତରଫରୁ ତାଳଚେର ଉପଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ କରାଯାଇଛି ।