Download Now Banner

This browser does not support the video element.

ବେଗୁନିଆ: ବେଗୁନିଆ ଗୋପବନ୍ଧୁ ସରକାରୀ ଉଚ୍ଚ ବିଦ୍ୟାଳୟ ସଭାଗୃହରେ ପଞ୍ଚ ଦିବସୀୟ ନିଷ୍ଠା ଶିକ୍ଷକ ତାଲିମ୍ ଶିବିର ଉଦଘାଟିତ

Begunia, Khordha | Sep 1, 2025
ବେଗୁନିଆ ବ୍ଲକ୍ ଶିକ୍ଷା କାର୍ଯ୍ୟାଳୟ ଆନୁକୁଲ୍ୟରେ ଗୋପବନ୍ଧୁ ସରକାରୀ ଉଚ୍ଚ ବିଦ୍ୟାଳୟ ସଭାଗୃହରେ ପଞ୍ଚ ଦିବସୀୟ ନିଷ୍ଠା ଶିକ୍ଷକ ତାଲିମ୍ ଶିବିର ଉଦଘାଟିତ ହୋଇ ଯାଇଛି। ସେପ୍ଟେମ୍ବର ୧ ତାରିଖରୁ ୬ ତାରିଖ ଯାଏଁ ଉକ୍ତ ତାଲିମ୍ ଶିବିର ଅନୁଷ୍ଠିତ ହେବ ଏବଂ ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀ ମାନେ ଧ୍ୟାନର ସହିତ ଏହାକୁ ଗ୍ରହଣ କରି ବିଦ୍ୟାଳୟସ୍ତରରେ ସଠିକ୍ ପ୍ରୟୋଗ କରିବେ ବୋଲି କାର୍ଯ୍ୟକ୍ରମ କୁ ଉଦ୍ଘାଟନ କରି ବରିଷ୍ଠ ଗୋଷ୍ଠୀ ଶିକ୍ଷା ଅଧିକାରୀ ଭାସ୍କର ଲେଙ୍କା ମତବ୍ୟକ୍ତ କରିଥିଲେ
Read More News
T & CPrivacy PolicyContact Us