This browser does not support the video element.
ସତ୍ୟବାଦୀ: ସୁଭଦ୍ରା ଯୋଜନାକୁ ନେଇ ସତ୍ୟବାଦୀ ବିଧାୟକ ଓମ୍ ପ୍ରକାଶ ମିଶ୍ରଙ୍କ ପ୍ରତିକ୍ରିୟା
Satyabadi, Puri | Sep 18, 2024
ସୁଭଦ୍ରା ଯୋଜନାକୁ ନେଇ ଆଜି ଦିନ ୩ଟାରେ ସତ୍ୟବାଦୀ ବିଧାୟକ ଓମ୍ ପ୍ରକାଶ ମିଶ୍ରଙ୍କ ନିଜର ପ୍ରତିକ୍ରିୟା ରଖିଛନ୍ତି। ମାନ୍ୟବର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୭୪ତମ ଜନ୍ମଦିନରେ ଭୁବନେଶ୍ୱର ଜନତା ମଇଦାନରେ ସୁଭଦ୍ରା ଯୋଜନାର ଶୁଭାରମ୍ଭ କରିଛନ୍ତି। ଏହି ଯୋଜନା ସବୁ ବର୍ଗର ମହିଳା, ଯୁବତୀ ଓ ଛାତ୍ରୀଙ୍କ ପାଇଁ ବେଶ ଉପାଦେୟ ହେବ ବୋଲି ଶ୍ରୀ ମିଶ୍ର କହିଛନ୍ତି।