Download Now Banner

This browser does not support the video element.

ରେଢାଖୋଲ: କଲେଜ ଛକ ରେ ଟ୍ରଲର ସହ ବାଇକ ମୁହାଁମୁହିଁ ଧକ୍କା , ବାଇକ ଚାଳକ ଗୁରୁତର

Rairakhol, Sambalpur | Oct 5, 2025
କଲେଜ ଛକ ରେ ଟ୍ରଲର ସହ ବାଇକ ମୁହାଁମୁହିଁ ଧକ୍କା , ବାଇକ ଚାଳକ ଗୁରୁତର l ସମ୍ବଲପୁର ଜିଲ୍ଲା ରେଢ଼ାଖୋଲ ସହରର କଲେଜ ଛକରେ ରବିବାର ସଂଧ୍ୟାରେ ଟ୍ରଲର ସହ ଏକ ବାଇକ ମୁହାଁମୁହିଁ ଧକ୍କା ହୋଇଛି ଫଳରେ ବାଇକ ଚାଳକ ଗୁରୁତର ହୋଇଛନ୍ତି । ବାଇକ ଚାଲକ ଜଣକ ସହର ପଟରୁ ଦେହୁରୀ ସାହି ଯାଉଥିବା ବେଳେ ସମ୍ମୁଖ ପଟରୁ ଏକ ଟ୍ରଲର ସହ ମୁହାଁମୁହିଁ ଧକ୍କା ହୋଇଥିଲା । ତାଙ୍କୁ ସ୍ଥାନୀୟ ଲୋକେ ଉଦ୍ଧାର କରି ଆମ୍ବୁଲାନ୍ସ ଯୋଗେ ରେଢ଼ାଖୋଲ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ ସେଠାରୁ ଅଧିକ ଚିକିତ୍ସା ପାଇଁ ବୁର୍ଲା ସ୍ଥାନାନ୍ତର କରାଯାଇଛି । ତେବେ ବାଇକ ଚାଳକର ପରିଚୟ ମିଳିପାରିନାହିଁ ।
Read More News
T & CPrivacy PolicyContact Us