This browser does not support the video element.
ବରଗଡ: ଜିଲ୍ଲା ଯୋଗାଣ ଅଧିକାରୀଙ୍କ କାର୍ଯ୍ୟାଳୟର ଦ୍ବାରସ୍ଥ ହେଲେ ସଂଯୁକ୍ତ କୃଷକ ସଂଗଠନ,ଶୁଣନ୍ତୁ ପ୍ରତିକ୍ରିୟା
Bargarh, Bargarh (Baragarh) | Sep 10, 2025
ପଞ୍ଜିକରଣ ପ୍ରକ୍ରିୟାରୁ ବାଦ ପଡିଲେ ଜିଲ୍ଲାର ପ୍ରାୟ 5000 ଚାଷୀ | ଏନେଇ ପଞ୍ଜିକରଣ ତାରିଖ ବୃଦ୍ଧି ପାଇଁ ସଂଯୁକ୍ତ କୃଷକ ସଂଗଠନ ପକ୍ଷରୁ ଦାବି କରାଯାଇଛି | ବୁଧବାର ଅପରାହ୍ନ 3 ଘଣ୍ଟା ସମୟରେ ବରଗଡ଼ ଜିଲ୍ଲା ଯୋଗାଣ ଅଧିକାରୀଙ୍କ କାର୍ଯ୍ୟାଳୟର ଦ୍ୱାରସ୍ଥ ହୋଇଥିଲେ ସଂଯୁକ୍ତ କୃଷକ ସଂଗଠନ | ଭୁବନେଶ୍ୱରରେ ଚାଷୀ ମାନେ ଉପମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରିଥିବା ବେଳେ ଉପମୁଖ୍ୟମନ୍ତ୍ରୀ ପଞ୍ଜିକରଣ ତାରିଖ ବୃଦ୍ଧି କରାଯିବ ବୋଲି ଜଣାଇଛନ୍ତି କିନ୍ତୁ ବରଗଡ଼ ଜିଲ୍ଲାକୁ ନୋଟିସ ଆସି ନ ଥିବା ବେଳେ ପଞ୍ଜିକରଣ ତାରିଖ ବୃଦ୍ଧି ନ ହେଲେ ଆଗାମୀ ଦିନରେ ଆନ୍ଦୋଳନ ଜୋରଦାର ହେବ ବୋଲି ଚେତାବନୀ