This browser does not support the video element.
ବଲାଙ୍ଗୀର: ରାତି ପାହିଲେ ନୂଆଖାଇ ଉତ୍ସଵ ମୁଖର ସହରର, ରୁଗୁଡ଼ି ପଡାରୁ ସମସ୍ତ ମନ୍ଦିର କୁ ଯାଉଛି ପାହୁର
Balangir, Balangir | Aug 27, 2025
ନୂଆଁଖାଇରେ ପାହୁର ର ରହିଛି ବିଶେଷ ମହତ୍ବ। ତେବେ ଆଜି ସହରରେ ଥିବା ମାଁ ପାଟଣେଶ୍ବରୀ ଓ ମାଁ ସମଲେଶ୍ବରୀ ଙ୍କ ସହ ସହରର ସମସ୍ତ ମନ୍ଦୀର ରକୁଯାଉଛି ପାହୁର । ନିଆରା ଢଙ୍ଗରେ ଳୋକବାଦ୍ୟ ,ଘଣ୍ଟ ଶଂଙ୍ଖ ବଜାଇ ଛତର ଧରି ମନ୍ଦୀର ଗୁଡିକୁ ଯାଉଛି ପାହୁର। ଏଥିପାଇଁ ଏବେ ଉତ୍ସବ ମୁଖର ହୋଇପଡିଛି ସାରା ବଲାଙ୍ଗୀର ସହର। ନୂଆଁଧାନ,ଚାଉଳ,ପନିପରିବା,ନୂଆଁ ବସ୍ତ୍ର। ବେଶ ଧୁମ ଧାମରେ ବାହାରିଛି ସୋଭାଯାତ୍ରା। ନୂଆଁଖାଇ ପୂର୍ଵଦିନ ମାନେ ଆଜି ବିଭିନ୍ନ ଦେବା ଦେବୀଙ୍କ ମନ୍ଦୀରକୁ ଯାଇଥାଏ ପାହୁର । ନୂଆଁଖାଇରେ ପାହୁରର ରହିଛି ସ୍ବତନ୍ତ୍ର ଭୁମିକା। ନୂଆଁଖାଇ ପାଇଁ ଲଗ୍ନ ଧାର୍ଯ୍ୟହେବା ପରେ ପୁର୍ବ