Download Now Banner

This browser does not support the video element.

ବରଗଡ: ବିଦ୍ୟୁତ ବିଭାଗ ପକ୍ଷରୁ ଚନ୍ଦନ ନଗର ଓ ଅନ୍ୟାନ୍ୟ ସ୍ଥାନରେ ବିଦ୍ୟୁତ ସେବା ବନ୍ଦ ନେଇ ଜରୁରୀ ସୂଚନା ପ୍ରଦାନ କରାଗଲା

Bargarh, Bargarh (Baragarh) | Sep 5, 2025
ବରଗଡ଼ ସହରର ବିଭିନ୍ନ ଏରିଆରେ ବିଦ୍ୟୁତ କାଟକୁ ନେଇ ଶୁକ୍ରବାର ଅପରାହ୍ନ 3 ଘଣ୍ଟା ସମୟରେ ଜରୁରୀ ସୂଚନା ପ୍ରଦାନ କଲା ବିଦ୍ୟୁତ ବିଭାଗ | ବରଗଡ଼ ସହରରେ ବିଦ୍ୟୁତ କାର୍ଯ୍ୟର ରାକ୍ଷଣା ଭେକ୍ଷଣ ପାଇଁ ଆସନ୍ତା କାଲି ସକାଳ 8 ଘଣ୍ଟା ସମୟରୁ ଅପରାହ୍ନ 2 ଟା ପର୍ଯ୍ୟନ୍ତ ବିଦ୍ୟୁତ ସେବା ବନ୍ଦ ରହିବ ବୋଲି ଆଜି ଜରୁରୀ ସୂଚନା ଦିଆଯାଇଛି l ତେବେ ସହରର ଚନ୍ଦନ ନଗର, ସୁପ୍ରିୟା ମାର୍ଗ, କୋକସିଆଲ ଏରିଆ, sl ଶର୍ମା ଲାଇନ, ନିଗମାନନ୍ଦ ବିହାର, ନଦୀପଡା, ଳ କଲେଜ ଏରିଆ, ବ୍ରହ୍ମ ନଗର ଆଶାକିରଣ ଏରିଆ, ମାତୃବିହାର, ss ଗ୍ରୀନ ହୁଡ, ଲକ୍ଷ୍ମୀ ନାରାୟଣ ଭିଲା, ଆଶୀର୍ବାଦ ଭିଲ୍ଲା, ଶ୍ରୀ ଧାମ ପ୍ରଭାବ
Read More News
T & CPrivacy PolicyContact Us