Download Now Banner

This browser does not support the video element.

କଟକ ପୌରାଞ୍ଚଳ: ଚାନ୍ଦିନୀଚୌକ ସ୍ଥିତ ବୋର୍ଡ ଅଫ ରେଭିନ୍ୟୁ କାର୍ଯ୍ୟାଳୟରେ ଅଗ୍ନିକାଣ୍ଡ

Cuttack M Corp PS, Cuttack | Aug 22, 2025
ଶୁକ୍ରବାର ସନ୍ଧ୍ୟା ୬ ରେ ବୋର୍ଡ ଅଫ ରେଭିନିୟୁ କାର୍ଯ୍ୟଳୟରେ ଅଗ୍ନିକାଣ୍ଡ ଘଟିଥିଲା, ଏସିରେ ସର୍ଟ ସର୍କିଟ ଘଟି ଅଗ୍ନିକାଣ୍ଡ ଘଟିଥିବା ସୂଚନା ମିଳିଛି, ଘଟଣା ସ୍ଥଳରେ ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଛନ୍ତି
Read More News
T & CPrivacy PolicyContact Us