Download Now Banner

This browser does not support the video element.

ଖଲ୍ଲିକୋଟ୍: ନବରାତ୍ରୀ ପୂଜାର ଅଷ୍ଟମ ଦିନରେ ମା' ଭଗବତୀ ବେଶ ରେ ଦର୍ଶନ ଦେଲେ ମା' ନାରାୟଣୀ, ଶତାଧିକ ଭକ୍ତଙ୍କ ସମାଗମ

Khalikote, Ganjam | Sep 29, 2025
ଗଞ୍ଜାମ ଓ ଖୋର୍ଦ୍ଧା ଜିଲ୍ଲା ସୀମାନ୍ତରେ ଥିବା ଖଲ୍ଲିକୋଟ ର ପ୍ରସିଦ୍ଧ ଶକ୍ତିପୀଠ ମା' ନାରାୟଣୀଙ୍କ ମନ୍ଦିର ରେ ଶାରଦୀୟ ଦୁର୍ଗା ପୂଜା ଅବସରରେ ଆରମ୍ଭ ହୋଇଥିବା ନବଦିନାତ୍ମକ ପୂଜା ର ସୋମବାର ଅଷ୍ଟମ ଦିନ ରେ ମା' ଭଗବତୀ ବେଶ ରେ ଭକ୍ତ ଙ୍କୁ ଦର୍ଶନ ଦେଇଛନ୍ତି ମା' ନାରାୟଣୀ। ତେବେ ରାତି ସାଢ଼େ ୧୦ ଟା ସମୟରେ ମା' ନାରାୟଣୀଙ୍କ ମା' ଭଗବତୀ ବେଶ ଦର୍ଶନ ପାଇଁ ଶତାଧିକ ଭକ୍ତଙ୍କ ସମାଗମ ହୋଇଥିବା ଦେଖିବାକୁ ମିଳିଛି ।
Read More News
T & CPrivacy PolicyContact Us