This browser does not support the video element.
ଛତ୍ରପୁର: ସ୍ୱାୟତ୍ତ ଶାସନ ଦିବସ ପାଳନ ପୂର୍ବରୁ ଗୋଷାଣୀ ନୂଆଗାଁ ଠାରେ ବିଇଏମସି ପକ୍ଷରୁ ବୃକ୍ଷରୋପଣ କାର୍ଯ୍ଯକ୍ରମ ଅନୁଷ୍ଠିତ
Chhatrapur, Ganjam | Aug 30, 2025
ଆସନ୍ତା କାଲି ବ୍ରହ୍ମପୁର ମହାନଗର ନିଗମ ପାଳନ କରିବ ନିଖିଳ ଭାରତ ସ୍ୱାୟତ୍ତ ଶାସନ ଦିବସ ।ଏହି ପରିପ୍ରେକ୍ଷୀରେ ଶନିବାର ଅପରାହ୍ଣରେ ବ୍ରହ୍ମପୁର ଗୋଷାଣୀ ନୂଆଗାଁ ସ୍ଥିତ ଶ୍ମଶାନ ଠାରେ ବିଇଏମସି ପକ୍ଷରୁ ବୃକ୍ଷରୋପଣ କାର୍ଯ୍ଯକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ବ୍ରହ୍ମପୁର ମହାନଗର ନିଗମ ତରଫରୁ ମେୟର ସଂଘମିତ୍ରା ଦଳେଇ ଏବଂ କମିଶନର ଶ୍ରୀଯୁକ୍ତ ପ୍ରଥମେଶ ଅରବିନ୍ଦ ରାଜସିର୍କେ ଙ୍କ ନେତୃତ୍ୱରେ ଗୋଷାଣୀ ନୂଆଗାଁ ଶ୍ଵସାନ ପରିସରରେ ବୃକ୍ଷ ରୋପଣ କରାଯାଇଛି।