Download Now Banner

This browser does not support the video element.

ବଲାଙ୍ଗୀର: ଶୈଳଶ୍ରୀ ପେଲେସରେ ଏକାଠି ନୂଆଖାଇ ପାଳିଲେ ଉପମୁଖ୍ୟମନ୍ତ୍ରୀ, ସାଂସଦ ଓ ବିଧାୟକ ରଖିଲେ ପ୍ରତିକ୍ରିୟା

Balangir, Balangir | Aug 28, 2025
ବଲାଙ୍ଗୀର — ନୂଆଖାଇ ପର୍ବରେ ଶୈଳଶ୍ରୀ ପେଲେସ ଠାରେ ଏକାଠି ହେଲେ ଉପମୁଖ୍ୟମନ୍ତ୍ରୀ, ସାଂସଦ ଓ ବିଧାୟକମାନେ । ସମ୍ମିଳିତ ଭାବେ ନୂଆଧାନର ପ୍ରସାଦ গ্ৰହଣ କରି ସମ୍ପର୍କରେ ନୂତନ ପ୍ରାଣ ଭରିଦେଲେ । ଏହି ଅବସରରେ ସେମାନେ ଲୋକମାନଙ୍କ ସହିତ ପର୍ବ ପାଳନ କରି, ଆନନ୍ଦ ବାଣ୍ଟିନେଲେ । ପରେ ସାମ୍ବାଦିକମାନଙ୍କ ସହ କଥାହେଉଥିବାବେଳେ ଉପମୁଖ୍ୟମନ୍ତ୍ରୀ, ସାଂସଦ ଓ ବିଧାୟକ ନୂଆଖାଇର ମହତ୍ତ୍ୱକୁ ଉଲ୍ଲେଖ କରି, ସମାଜରେ ଏହା ଏକତା ଓ ସମ୍ମିଳନର ପର୍ବ ବୋଲି କହିଲେ ।
Read More News
T & CPrivacy PolicyContact Us