This browser does not support the video element.
ବୀରମିତ୍ରପୁର: ନୂଆଗାଁ ବ୍ଲକ ପରିସରରେ ଥିବା ସଭାଗୃହରେ ବାଲସଭା କାର୍ଯ୍ୟକ୍ରମ ଅନୁଷ୍ଠିତ
Biramitrapur, Sundargarh | Aug 21, 2025
ନୂଆଗାଁ ବ୍ଲକ ପରିସରରେ ଥିବା ସଭାଗୃହରେ ବାଲସଭା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଜିପିଡିଓ ରୋହିତ ଏକ୍କାଙ୍କ ଉପସ୍ଥିତିରେ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା। ଜିଲ୍ଲା ୟୁନିସେଫ କୋ୍ଡିନେଟର ଜିଲ୍ଲା ପରିଷଦ ସୁନ୍ଦରଗଡ ସନ୍ତୋଷ ଓରାମ ଆସି କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ। ଏଥିରେ ଗ୍ରାମପଞ୍ଚାୟତର ସରପଞ୍ଚ,ପିଇବା,ଆଶାକର୍ମୀ, ଏମବିକେ, ପ୍ରମୁଖ ଉପସ୍ଥିତ ଥିଲେ। ଏଥିରେ ମୁଖ୍ୟତଃ ଚାରୋଟି ଉପାଦାନ କହିଥିଲେ