This browser does not support the video element.
ଲକ୍ଷ୍ମୀପୁର: ଲକ୍ଷ୍ମୀପୁର ବ୍ଲକ କାର୍ଯ୍ୟାଳୟ ପରିସରରେ ସାପ୍ତାହିକ ସମୀକ୍ଷା ବୈଠକ ଅନୁଷ୍ଠିତ
Lakshmipur, Koraput | Sep 2, 2025
ଲକ୍ଷ୍ମୀପୁର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଲକ୍ଷ୍ମୀପୁର ବ୍ଲକ କାର୍ଯ୍ୟାଳୟ ସଭାଗୃହରେ ଲକ୍ଷ୍ମୀପୁର ବିଡିଓଙ୍କ ଅଧ୍ୟକ୍ଷତାରେ ଗ୍ରାମୀଣ ଗୃହ ନିର୍ମାଣ ପ୍ରଗତି ସହିତ ମନରେଗା ଯୋଜନା ସମ୍ପର୍କରେ ଟ୍ୟାଗିଂ ଅଧିକାରୀଙ୍କ ସହ ସାପ୍ତାହିକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ଏ ନେଇ ବ୍ଲକ କାର୍ଯ୍ୟାଳୟ ତରଫରୁ ଆଜି ଅପରାହ୍ନ ୪ଟା ସମୟରେ ସୂଚନା ମିଳିଛି।