Download Now Banner

This browser does not support the video element.

ବୌଦ୍ଧ ସଦର: ସରସରା ଗ୍ରାମର ରାସ୍ତା କଡ଼ରେ ବେଆନ ପାଉଚ ମଦ ବିକ୍ରି ନେଇ ଅବକାରୀ ଚଢ଼ାଉ ୧୨ଲିଟର ମଦ ସହିତ ଜଣକୁ ଗିରଫ

Baudh Sadar, Boudh (Bauda) | Aug 31, 2025
ଆଜି ସନ୍ଧ୍ୟା ୭ଟା ସମୟରେ ଜିଲ୍ଲା ଅବକାରୀ ଅଧିକାରୀଙ୍କ କାର୍ଯ୍ୟାଳୟ ସୂତ୍ରରୁ ପ୍ରାପ୍ତ ସୂଚନା ଅନୁସାରେ l ବୌଦ୍ଧ ଥାନା ଅନ୍ତର୍ଗତ ସରସରା ଗ୍ରାମରେ ବେଆଇନ ମଦ ବିକ୍ରି ହେଉଥିବା ନେଇ l ଆଜି ମଧ୍ୟାନ୍ହ ପଖାପଖି ୧୨.୩୦ ସମୟରେ ହରାଭଙ୍ଗା ଅବକାରୀ ପୋଲିସ ଚଢ଼ାଉ ଲାରିଥିଲା l ଏହି ଚଢ଼ାଉରେ ଅବକାରୀ ପୋଲିସ ସରସରା ଗ୍ରାମର ପଡିଆ ପାଖ ରାସ୍ତା କଡ଼ରୁ ବେଆନ ୧୨ଲିଟର ପାଉଚ ମଦ ସହିତ, ଏଥିରେ ସମ୍ପୃକ୍ତ ଆଶାମୀକୁ ଗିରଫ କରି ୬୯/୨୦୨୫-୨୬ରେ ମାମଲା ୠଜୁକରି l ୩୫(୩)BNSS ରେ ନୋଟିସ ଦେଇ ଛାଡି ଦିଆ ଯାଇଛି
Read More News
T & CPrivacy PolicyContact Us