This browser does not support the video element.
କୋଟପାଡ: ମାଲଦା ଗ୍ରାମରେ ବ୍ୟାପିଲା ଝାଡାବାନ୍ତି, 4 ମୃତ
Kotpad, Koraput | Jul 29, 2025
ବୋରିଗୁମ୍ମା ବ୍ଲକ ମାଲଦା ଗ୍ରାମରେ ବ୍ୟାପିଲା ଝାଡାବାନ୍ତି.ଝାଡାବାନ୍ତି ନେଇଗଲା 4 ଜନକ ଜୀବନ ସୂଚନା ଅନୁଯାଇ ମାଲଦା ଗ୍ରାମରେ କିଛି ଦିନ ତଳେ 4 ଜଣ ସାମାନ୍ୟ ଝାଡାବାନ୍ତି ରେ ଅସୁସ୍ଥ ହଇଥିଲେ ସେମାନେ ମେଡ଼ିକାଲରେ ସ୍ୱାସ୍ଥ୍ୟ ପରୀକ୍ଷା ନ କରି ଔଷଧ ଧକାନରୁ ଔଷଧ କିଣି ଖାଇବାର ଆରମ୍ବ କରିଥିଲେ ପରେ ସ୍ୱାସ୍ଥ୍ୟ ଅବସ୍ଥା ସଂକଟପୂର୍ଣ ହେବାରୁ ପରିବାର ଲୋକେ ମେଡିକାଲ ନେବାପୂର୍ବ ହିଁ 4ଜଣକ ଜୀବନ ଚାଲିଗଲା l ଝାଡାବାନ୍ତି ରେ ଆକ୍ରାନ୍ତ ବେକ୍ତଙ୍କ ମୃତ୍ୟୁ ଖବର ପ୍ରଶାସନ ଜାଣିବାପରେ ଡାକ୍ତରୀ ଦଳ. ଗୋଷ୍ଠି ଉନ୍ନୟନ ଅଧିକାରୀ ପହଞ୍ଚିଥିଲେ