Download Now Banner

This browser does not support the video element.

ଆଠମଲ୍ଲିକ: ମଙ୍ଗଳବାର ଠାକୁର ଗଡ ଅଞ୍ଚଳରେ 4ଘଣ୍ଟା ବିଦ୍ୟୁତ୍ କାଟ ନେଇ ବିଭାଗ ଦେଲା ସୁଚନା

Athmallik, Angul | Apr 16, 2024
ସୋମବାର ସନ୍ଧ୍ୟା ପ୍ରାୟ ସାତଟା ସମୟରେ ହସ୍ତଗତ ହୋଇଥିବା ଖବର ଅନୁସାରେ ଆଠମଲ୍ଲିକ ବ୍ଲକ ଅନ୍ତର୍ଗତ ଠାକୁରଗଡ଼ ବିଦ୍ୟୁତ୍ ଫିଡର୍ ରେ ମରାମତି ଓ ଗଛ ଡ଼ାଳ କାଟିବା ନିମନ୍ତେ ଏହି ଫିଡର ଅଧିନସ୍ଥ ସମସ୍ତ ଅଞ୍ଚଳରେ ସକାଳ ନଅ ରୁ ଅପରାହ୍ନ ଗୋଟାଏ ପର୍ଯ୍ୟନ୍ତ ବିଦ୍ୟୁତ ସରବରାହ ବନ୍ଦ ରହିବ । ଏଥି ନିମନ୍ତେ ଟାଟା ପାୱାର ପକ୍ଷରୁ ଜନ ସାଧାରଣ ଙ୍କ ଶୋହଯୋଗ କାମନା କରାଯାଇଛି ।
Read More News
T & CPrivacy PolicyContact Us