Download Now Banner

This browser does not support the video element.

ନବରଙ୍ଗପୁର ପୋଲିସ ଷ୍ଟେସନ: ଉଚ୍ଚ ପ୍ରାଥମିକ ବିଦ୍ୟାଳୟ, କୋଷlଗୁମୁଡା ଠାରେ ଆନ୍ତର୍ଜାତୀୟ ସାକ୍ଷରତା କାର୍ଯ୍ୟକ୍ରମ ଅନୁଷ୍ଠିତ

Nabarangapur PS, Nabarangpur | Sep 8, 2025
ଆଜି ଦିବା ୧୧ ଘଣ୍ଟା ସମୟରେ ନବରଙ୍ଗପୁର ଜିଲ୍ଲା ସରକାରୀ ଏକ୍ସ ବୋର୍ଡ଼ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ, କୋଷlଗୁମୁଡା ଠାରେ ବ୍ଲକ ଶିକ୍ଷା ଅଧିକାରୀ ସମରେନ୍ଦ୍ର ଭୌମିକ ଙ୍କ ତରଫରୁ ବ୍ଲକ ସ୍ତରୀୟ ଆନ୍ତର୍ଜାତୀୟ ସାକ୍ଷରତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି l କିପରି ଭାବରେ ଶିକ୍ଷାର ମାନ ବୃଦ୍ଧି ହେବା ସହ ସମସ୍ତ ଛାତ୍ର ଛାତ୍ରୀ ଉତ୍ତମ ଭବିଷ୍ୟତ ଗଢିବେ ସେନେଇ ଉପଦେଶ ଦେଇଥିଲେ l ଡ୍ରପ ଆଉଟ ଛାତ୍ର ଛାତ୍ରୀ କିପରି ପୁନର୍ବାର ପାଠ ପଢିବେ ସେନେଇ ସଚେତନତା କରିଥିଲେ l
Read More News
T & CPrivacy PolicyContact Us