Download Now Banner

This browser does not support the video element.

ବୀରମିତ୍ରପୁର: ନୂଆଗାଁ ବ୍ଲକ ଶିକ୍ଷାଧିକାରୀ କାର୍ଯ୍ୟାଳୟ ଅନ୍ତର୍ଗତ ପୁରୁଣାପାଣି ଉଚ୍ଚ ବିଦ୍ୟାଳୟର ଖେଳପଡିଆରେ ବ୍ଲକସ୍ତରୀୟ କ୍ରୀଡା ଉଦଘାଟଣା

Biramitrapur, Sundargarh | Sep 11, 2025
ନୂଆଗାଁ ବ୍ଲକ ଶିକ୍ଷାଧିକାରୀ କାର୍ଯ୍ୟାଳୟ ଅନ୍ତର୍ଗତ ପୁରୁଣାପାଣି ଉଚ୍ଚ ବିଦ୍ୟାଳୟର ଖେଳପଡିଆରେ ବ୍ଲକସ୍ତରୀୟ କ୍ରୀଡା ଉଦଘାଟଣା ହୋଇଯାଇଛି।ଏଥିରେ ମୁଖ୍ୟ ଅଥିତି ରୋଗୀତ ଜୋସେପ ତୀର୍କି,ମୁଖ୍ୟବକ୍ତା ବିଇଓ ସାଲଗିମାନୀ ଟୁଡୁ ସାନମାନିତା ଅତିଥି ଭାବେ ନୂଆଗାଁ ବ୍ଲକ ଅଧକ୍ଷା ବିଶ୍ୱାସୀ ଟପ୍ନୋ, ଏବିଡ଼ିଇଓ ବନମାଳୀ ମାଲ୍ଲିକ ପ୍ରମୁଖ ଉପସ୍ଥିତ ଥିଲେ।ପ୍ରାୟ ୨୦ଟି ବିଦ୍ୟାଳୟରୁ ପ୍ରାୟ ୩୪୫ଜଣ ଛାତ୍ରଛାତ୍ରୀ ଯୋଗ ଦେଇଥିଲେ। ଉକ୍ତ ବିଦ୍ୟାଳୟର ପ୍ରଧାନଶିକ୍ଷୟିତ୍ରୀ ବନ୍ଦନା ରାଣୀ ପଟେଲ ପ୍ରମୁଖ ଭୂମିକାରେ ଅଂଶଗ୍ରହନା କରିଥିଲେ।
Read More News
T & CPrivacy PolicyContact Us