Install App
arunkshadangi40
This browser does not support the video element.
ଫୁଲବାଣୀ ସହର: ମାନସିକ ଅବସାଦ ଗ୍ରସ୍ତ ଙ୍କୁ ଚାପରୁ ମୁକ୍ତିଲାଭ ପାଇଁ ବିଶେଷ କର୍ମଶାଳା ଫୁଲବାଣୀ B.Ed କଲେଜ ପରିସରରେ ଆୟୋଜିତ କର୍ମଶାଳା ଅନୁଷ୍ଠିତ
Phulabani Town, Kandhamal | Sep 5, 2025
ମାନସିକ ଅବସାଦ ଗ୍ରସ୍ତ ଙ୍କୁ ଚାପରୁ ମୁକ୍ତିଲାଭ ପାଇଁ ବିଶେଷ କର୍ମଶାଳା ଫୁଲବାଣୀ B.Ed କଲେଜ ପରିସରରେ ଆୟୋଜିତ କର୍ମଶାଳାରେ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡା. ସନ୍ତୋଷ କୁମାର ପାଢ଼ୀ ,ମନସ୍ତତ୍ତ୍ୱବିତ୍ ମାଳତୀ ବେହେରା ପ୍ରମୁଖ ଆଲୋଚନା କରିଥିଲେ.କଲେଜ ଅଧ୍ୟକ୍ଷଙ୍କ ସହ ସମସ୍ତ ପ୍ରାଧ୍ୟାପକ ଏବଂ ଛାତ୍ର ଛାତ୍ରୀଙ୍କ ଉତ୍ସାହପୂର୍ଣ୍ଣ ସହଯୋଗରେ ଏକ ସୁନ୍ଦର ତଥା ପ୍ରଭାବଶାଳୀ କାର୍ଯ୍ୟକ୍ରମ ନିମନ୍ତେ ସମସ୍ତଙ୍କୁ ହୃଦୟରୁ ଧନ୍ୟବାଦ ଦେଇଥିଲେ
Share
Read More News
T & C
Privacy Policy
Contact Us
Your browser does not support JavaScript!