Download Now Banner

This browser does not support the video element.

ଜଗତସିଂହପୁର: ଜଗତସିଂହପୁର ଜିଲ୍ଲା ଉତ୍କଳ ସାମ୍ବାଦିକ ସଂଘ ପକ୍ଷରୁ କର୍ମକର୍ତା ଚୟନ କାର୍ଯ୍ୟକ୍ରମ ଜିଲ୍ଲା ସଦର ମହକୁମା ସ୍ଥିତ ଶୋଭା ମଣ୍ଡପ ପରିସରରେ ଅନୁଷ୍ଠ

Jagatsinghapur, Jagatsinghpur | Sep 10, 2025
ଜଗତସିଂହପୁର ଜିଲ୍ଲା ଉତ୍କଳ ସାମ୍ବାଦିକ ସଂଘ ପକ୍ଷରୁ କର୍ମକର୍ତା ଚୟନ କାର୍ଯ୍ୟକ୍ରମ ଜିଲ୍ଲା ସଦର ମହକୁମା ସ୍ଥିତ ଶୋଭା ମଣ୍ଡପ ପରିସରରେ ଅନୁଷ୍ଠିତ ହୋଇଯାଇଛି l ଅନୁଷ୍ଠିତ ଏହି କାର୍ଯ୍ୟକ୍ରମ ରେ ପୁନର୍ବାର ଜିଲ୍ଲା ସଭାପତି ମନୋଜ କୁମାର ଦାସ ଙ୍କ ନାମ ମନୋନୀତ କରାଯାଇ ଥିବା ବେଳେ, ରାଜ୍ୟ କାର୍ଯ୍ୟ କାରିଣୀ ସଦସ୍ୟ ଭବେ ରାଧାକାନ୍ତ ମିଶ୍ର ସମ୍ପାଦକ ଭାବେ ମାନସ କାନୁନଗୋ ନାମ ମନୋନୀତ କରାଯାଇ ଚୟନ କାର୍ଯ୍ୟକ୍ରମ କରାଯାଇ ଥିଲା l
Read More News
T & CPrivacy PolicyContact Us