Download Now Banner

This browser does not support the video element.

ଧର୍ମଗଡ: ବଡ଼ଘୁମର ରେ ଜମି ବାଡ଼ି ବିବାଦ କୁ ନେଇ ଗଣ୍ଡଗୋଲ ୫ ରୁ ଅଧିକ ଗୁରୁତର

Dharamgarh, Kalahandi | Aug 26, 2025
ଧର୍ମଗଡ ଥାନା ଘୁମରଗୁଡା ଗାଁ ରେ ମଙ୍ଗଳବାର ରାତ୍ର ୭ ଟା ସମୟରେ ଜମି ବାଡ଼ି ବିବାଦ କୁ ନେଇ ଗଣ୍ଡଗୋଲ ହୋଇଥିଲେ। ଏଥିରେ ଦୁଇ ପରିବାର ର ୪ ଜଣ ମହିଳା ସହିତ ୯ ଜଣ ଗୁରୁତର ହୋଇଛନ୍ତି । ପୂର୍ବରୁ ଜମି ବାଡ଼ି ଭାଗ ବଣ୍ଟା ହୋଇ ଚାଷ କରୁଥିବା ବେଳେ ବର୍ତ୍ତମାନ ବଡ଼ ଭାଇ ଭାଗରେ ଅଧିକ ଜମି ରହିଥିବା ଦର୍ଶାଇ ଦୁଇ ପରିବାର ମଧ୍ୟରେ ଗଣ୍ଡଗୋଳ ହେବା ସହ ୯ ଜଣ ଗୁରୁତର ରହିଛନ୍ତି।
Read More News
T & CPrivacy PolicyContact Us