This browser does not support the video element.
ଭଞ୍ଜନଗର: ଗଞ୍ଜାମ ଜିଲ୍ଲା ଜଗନ୍ନାଥପ୍ରସାଦ ବ୍ଲକ କୋକଳବା ଗ୍ରାମ ପଞ୍ଚାୟତ ପରିଦର୍ଶନ କରିଛନ୍ତି ବିଡିଓ ଓ ତହସିଲଦାର ।
Bhanjanagar, Ganjam | Aug 30, 2025
ଗଞ୍ଜାମ ଜିଲ୍ଲା ଜଗନ୍ନାଥପ୍ରସାଦ ବ୍ଲକ କୋକଳବା ଗ୍ରାମ ପଞ୍ଚାୟତ ପରିଦର୍ଶନ କରିଛନ୍ତି ବିଡିଓ ଓ ତହସିଲଦାର । ଉଭୟ ଦୁଇ ପ୍ରଶାସନିକ ଅଧିକାରୀ ଆଜି ଦିନ 11 ଘଣ୍ଟ ସମୟରେ କୋକଳବା ଗ୍ରାମ ପଞ୍ଚାୟତରରେ ପହଁଚି ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର ଅନୁଧ୍ୟାନ କରିବା ସହ ଗ୍ରାମ ପଞ୍ଚାୟତବାସୀଙ୍କ ସହ ଆଲୋକପାତ କରିଥିବା ଖବର ମିଳିଛି । ଏପରି କି ସରକାରଙ୍କ ସମସ୍ତ ଯୋଜନା କିଭଳି ଭାବରେ ଏହି କୋକଳବା ଗ୍ରାମ ପଞ୍ଚାୟତରରେ ସଫଳ ହୋଇପାରିବ ସେନେଇ ଗ୍ରାମ ପଞ୍ଚାୟତ ର ଅଧିକାରୀଙ୍କ ସହ ଆଲୋକପାତ କରିଥିବା ଖବର ମିଳିଛି ।