Download Now Banner

This browser does not support the video element.

ସୁକିନ୍ଦା: ସୁକିନ୍ଦାରେ ସଙ୍ଗୀତ, ନୃତ୍ୟ ଓ ଚିତ୍ରକଳା ଶିକ୍ଷାକେନ୍ଦ୍ର ଶୁଭାରମ୍ଭ

Sukinda, Jajpur | Sep 28, 2025
ସୁକିନ୍ଦା ସଦର ମହକୁମାରେ ଏକ ସଙ୍ଗୀତ,ନୃତ୍ୟ ଓ ଚିତ୍ରକଳା ଶିକ୍ଷାକେନ୍ଦ୍ରକୁ ସୁକିନ୍ଦା ଗଡର ରାଜାସାହେବ ଭୁଦେବ ଭୂପତି ହରିଚନ୍ଦନ ମହାପାତ୍ରଙ୍କ ଦ୍ଵାରା ଉଦ୍ଘାଟିତ ହୋଇଥିବା ରବିବାର ଦିବା 1 ଘଟିକା ସମୟରେ ଦେଖିବାକୁ ମିଳିଛି ।ଗ୍ରାମାଞ୍ଚଳରେ ରହୁଥିବା କୁନିକୁନି ପିଲାମାନଙ୍କ ଲୁକାୟିତ ପ୍ରତିଭାକୁ ଲୋକଲୋଚନକୁ ଆଣିବା ପାଇଁ ସୁଯୋଗ ନଥିବାରୁ ଏଭଳି ଏକ ନିଆରା ପ୍ରୟାସ ଆରମ୍ଭ କରିଛନ୍ତି କଳାପ୍ରେମୀ ଯୁବକ ଜଗନ୍ନାଥ ସାମଲ ।
Read More News
T & CPrivacy PolicyContact Us