Download Now Banner

This browser does not support the video element.

ବାରିପଦା ମ୍ୟୁନିସିପାଲଟି: ଶ୍ରୀଲଙ୍କାରେ ଓଡିଶା ପର୍ଯ୍ୟଟନର ପ୍ରଚାର କରିଛନ୍ତି ୨ ଓଡିଆ ଯୁବକ

Baripada M, Mayurbhanj | Oct 8, 2025
ସମଗ୍ର ଓଡିଶାକୁ ଗୌରବାନ୍ବିତ କରିବା ଭଳି କାର୍ଯ୍ୟ କରିଛନ୍ତି ଦୁଇ ଓଡିଆ ଯୁବକ। ଭାରତ ବାହାରେ ଶ୍ରୀଲଙ୍କାର ବିଭିନ୍ନ ସ୍ଥାନରେ ଓଡିଶା ପର୍ଯ୍ୟଟନର ପ୍ରଚାର ପ୍ରସାର କରିବା ସହ ବିଦେଶୀ ପର୍ଯ୍ୟଟକଙ୍କୁ ଓଡିଶା ବୁଲିଆସିବା ନିମନ୍ତେ ସପ୍ତାହ ବ୍ୟାପୀ କ୍ୟାମ୍ପେନ ଚଳାଇଛନ୍ତି ଦୁଇ ଓଡିଆ ଯୁବକ କୁମାରେଶ ନାୟକ ଓ ନିହାର ରଞ୍ଜନ ନନ୍ଦ।
Read More News
T & CPrivacy PolicyContact Us