Download Now Banner

This browser does not support the video element.

ଦିଗପହଣ୍ଡି: ଦକ୍ଷିଣପୁର ଗ୍ରାମରେ ମାଁ ପାଇଁ ଗଛ ଟିଏ କାର୍ଯ୍ୟକ୍ରମ ଅନୁଷ୍ଠିତ, ଯୋଗଦେଲେ ପରିବହନ ମନ୍ତ୍ରୀ ଏବଂ ଦିଗପହଣ୍ଡି ବିଧାୟକ

Digapahandi, Ganjam | Aug 3, 2024
ଦକ୍ଷିଣପୁର ଗ୍ରାମରେ ମାଁ ପାଇଁ ଗଛ ଟିଏ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏଥିରେ ରାଜ୍ୟ ପରିବହନ ମନ୍ତ୍ରୀ ଶ୍ରୀ ବିଭୂତି ଭୂଷଣ ଜେନା ଏବଂ ଦିଗପହଣ୍ଡି ବିଧାୟକ ଡଃ ସିଦ୍ଧାନ୍ତ ମହାପାତ୍ର ମୁଖ୍ୟ ଅତିଥି ଭାବେ ଯୋଗଦେଇ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ । ଏହି କାର୍ଯ୍ୟକ୍ରମରେ ସ୍ଥାନୀୟ ସରପଞ୍ଚ,ସମିତିସଭ୍ୟ ,ସମସ୍ତ ୱାର୍ଡ ମେମ୍ବର ଏବଂ ଗ୍ରାମର ବିଜେପି କର୍ମୀ ମାନେ ଉପସ୍ଥିତ ଥିଲେ ।
Read More News
T & CPrivacy PolicyContact Us