Install App
kalpana7958
This browser does not support the video element.
ବାଲେଶ୍ବର ମ୍ୟୁନିସିପାଲଟି: ଓଡଙ୍ଗୀ ଠାରେ ବାଘାଯତୀନ ସରକାରୀ ଉଚ୍ଚ ବିଦ୍ୟାଳୟ ରେ ସ୍ମୃତି ଦିବସ ପାଳନ ରେ ଯୋଗଦେଲେ ସଦର ବିଧାୟକ
Baleshwar M, Balasore | Sep 10, 2025
ମହାନ ସ୍ୱାଧୀନତା ସଂଗ୍ରାମୀ ଅନନ୍ୟ ବିପ୍ଳବୀ ଶହୀଦ ବାଘାଯତୀନଙ୍କ ବଳିଦାନ ଦିବସ ଅବସରରେ ଓଡଙ୍ଗୀ ସ୍ଥିତ ବାଘାଯତିନ୍ ସରକାରୀ ଉଚ୍ଚ ବିଦ୍ୟାଳୟ ଠାରେ ଆୟୋଜିତ ୧୧୦ ତମ ସ୍ମୃତି ଦିବସ ଉତ୍ସବରେ ସଦର ବିଧାୟକ ଯୋଗଦାନ କରି ନିଜର ଅଭିଭାଷଣ ରଖିଥିଲେ।ଏହି କାର୍ଯ୍ୟକ୍ରମ କୁ ବୁଧବାର ଅପରାହ୍ନ ୪ଘଟିକାରେ ସମାପନ କରାଯାଇଥିଲା।
Share
Read More News
T & C
Privacy Policy
Contact Us
Your browser does not support JavaScript!