This browser does not support the video element.
ତାଳଚେର ସଦର: ତାଳଚେର ଠାରେ ଜନ ଅଭିଯୋଗର ମିଳିତ ଶୁଣାଣି ଅନୁଷ୍ଠିତ
Talcher Sadar, Angul | Sep 8, 2025
ଜିଲ୍ଲାପାଳ, ଅନୁଗୁଳ, ଆରକ୍ଷୀ ଅଧିକ୍ଷକ, ଅନୁଗୋଳ ଏବଂ ଜିଲ୍ଲାସ୍ତରୀୟ ସରକାରୀ ଅଧିକାରୀଙ୍କ ଉପସ୍ଥିତିରେ ବ୍ଲକ ହେଡକ୍ୱାର୍ଟର ତାଳଚେର ଠାରେ ସୋମବାର ସକାଳ ୧୧ ଘଟିକା ସମୟରେ ଜନ ଅଭିଯୋଗର ମିଳିତ ଶୁଣାଣି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଆଜିର ଏହି ଜନ ଅଭିଯୋଗର ମିଳିତ ଶୁଣାଣୀରେ ସର୍ବ ମୋଟ ୪୬ଟି ଅଭିଯୋଗ ଶୁଣାଯାଇଥିଲା ଯେଉଁଥିରୁ ୨ଟି ଅଭିଯୋଗର ସମାଧାନ ତୁରନ୍ତ କରାଯାଇଥିଲା ।