This browser does not support the video element.
ପାରଳାଖେମୁଣ୍ଡି: ସୁପ୍ରିମକୋର୍ଟଙ୍କ ରାୟ ପ୍ରତିବାଦରେ ଆଦିବାସୀ ମହସଂଘ ପକ୍ଷରୁ ମୋହନାରେ ବନ୍ଦ ପାଳନ
Paralakhemundi, Gajapati | Aug 21, 2024
ସୁପ୍ରିମ କୋର୍ଟ ରାୟ ବିରୁଦ୍ଧରେ ଆଦିବାସୀ ମହସଂଘ୍ ପକ୍ଷରୁ ମୋହନାରେ ବନ୍ଦ ପାଳନ କରାଯାଇଛି l ସରଂକ୍ଷଣକୁ ନେଉ ସୁପ୍ରିମକୋର୍ଟ ରାୟ ବିରୁଦ୍ଧରେ ଭାରତ ବନ୍ଦ ଡାକରାକୁ ସମର୍ଥନ ଜଣାଇ ଗଜପତି ଜିଲ୍ଲା ଆଦିବାସୀ ମାହାସଂଘ ପକ୍ଷରୁ ମୋହନା, ଲୁହାଗୁଡି ଚନ୍ଦ୍ରଗିରି ସମେତ ବିଭିନ୍ନ ସ୍ଥାନରେ ବନ୍ଦ କରାଯାଇଛି । ଆଦିବାସୀ ନେତାମାନେ ମୋହନା ହାଇସ୍କୁଲ ଛକ ଠାରେ ୩୨୬ ନଂ ଜାତୀୟ ରାଜପଥ ଅବରୋଧ କରି ଟାୟାର୍ ଜାଳି ପ୍ରତିବାଦ କରିଛନ୍ତି ।