This browser does not support the video element.
ଉମରକୋଟ: ଆରିଜ ଫୈସଲ ଜିଲାନି ଅଣ୍ଡର ୧୪ ଭାରତୀୟ ଦଳରେ ସିବିଏସଇ କ୍ରିକେଟ ଖେଳିବା ପାଇଁ ମନୋନୀତ
Umarkote, Nabarangpur | Sep 30, 2025
ଉମରକୋଟ- ଆରିଜ ଫୈସଲ ଜିଲାନି ଅଣ୍ଡର ୧୪ ଭାରତୀୟ ଦଳ ସିବିଏସଇ କ୍ରିକେଟ ଖେଳିବା ପାଇଁ ଚୟନ ହୋଇଛନ୍ତି। ଆରିଜ ଉମରକୋଟ ସ୍ଥିତ ଅଧିବକ୍ତା ଖାଲୀଦ ଜିଲାନିଙ୍କ ପୁଅ। ଆରିଜ ଛତ୍ତିଶଗଡ଼ର ରାୟପୁର ଆର କେ ସାରଦା ସ୍କୁଲ ରେ ଅଧ୍ୟୟନ କରୁଥିବା ବେଳେ ୬ ବର୍ଷ ବୟସରୁ ସେ କ୍ରିକେଟ ଖେଳି ଆସୁଛନ୍ତି। ପୁଅର ଆଗ୍ରହ ଦେଖି ଖାଲିଦ ଜିଲାନୀ ଆରିଜ କୁ ରାୟପୁରରେ ଥିବା ମଣିଗ୍ରୀବ କ୍ରିକେଟ ଏକାଡେମୀ ରେ କୋଚିଂ ପାଇଁ ଭର୍ତ୍ତି କରିଥିଲେ। ଗତ ଦିନରେ ସିବିଏସଇ ବୋର୍ଡ଼ ପ୍ରଥମ ଥର ପାଇଁ ସମଗ୍ର ଭାରତର ପ୍ରତିଭାବାନ କ୍ରିକେଟ ଖେଳାଳୀଙ୍କୁ ଉପଯୁକ୍ତ ନ୍ୟାସନାଲ୍ ଲେବେଲ ମଞ୍ଚ ଯୋଗାଇ ଦେବା ପାଇଁ ପ୍ରଥମେ