Download Now Banner

This browser does not support the video element.

ନୂଆପଡା: ଖରୀଆର ରୋଡ ରେ ପହଞ୍ଚି ରାଜୁ ଢୋଲକିଆ ଙ୍କ ପରିବାର କୁ ସାନ୍ତ୍ଵନା ଦେଲେ ବିଜେଡି ରାଜ୍ୟ ମହିଳା ସଭାନେତ୍ରୀ ସ୍ନେହାଙ୍ଗିନୀ ଛୁରିଆ

Nuapada, Nuapada | Sep 9, 2025
ଆଜି ଦିନ ବାରଟା ସମୟରେ ନୂଆପଡ଼ା ଜିଲ୍ଲା ଖରୀଆର ରୋଡ ରାଜୁ ଢୋଲକିଆ ଙ୍କ ବାସଭବନରେ ପହଞ୍ଚି ବିଜେଡି ରାଜ୍ୟ ମହିଳା ସଭାନେତ୍ରୀ ସ୍ନେହାଙ୍ଗିନୀ ଛୁରିଆ ରାଜୁ ଢୋଲକିଆ ଙ୍କ ପରିବାର ବର୍ଗ ଙ୍କୁ ସାନ୍ତ୍ଵନା ପ୍ରଦାନ କରିଥିଲେ।
Read More News
T & CPrivacy PolicyContact Us