This browser does not support the video element.
ଭଞ୍ଜନଗର: ଗଞ୍ଜାମ ଜିଲ୍ଲା ଭଞ୍ଜନଗର ବାଇବାଲି ଗ୍ରାମର ଗଣେଷ ପୂଜା କାର୍ଯ୍ୟକ୍ରମ ରେ ଯୋଗ ଦେଲେ ବରିଷ୍ଠ କଂଗ୍ରେସ ନେତା କୁଲୁ ଭୂୟାଁ ।
Bhanjanagar, Ganjam | Sep 1, 2025
ଗଞ୍ଜାମ ଜିଲ୍ଲା ଭଞ୍ଜନଗର ବାଇବାଲି ଗ୍ରାମର ଗଣେଷ ପୂଜା କାର୍ଯ୍ୟକ୍ରମ ରେ ଯୋଗ ଦେଲେ ବରିଷ୍ଠ କଂଗ୍ରେସ ନେତା କୁଲୁ ଭୂୟାଁ । ସେ ଆଜି ଦିନ 12 ଘଣ୍ଟ ସମୟରେ ନିଜ ସମର୍ଥକଙ୍କ ସହିତ ବାଇବାଲି ଗ୍ରାମରେ ପହଁଚି ସ୍ତାନିୟ ଯୁବକ ସଂଘ ଦ୍ବାରା ଆୟୋଜିତ ହୋଇଥିବା ଗଣେଷ ପୂଜା ମଣ୍ଡପ ବୁଲିବା ସହ ଗ୍ରାମ ପରିଦର୍ଶନ କରି ଲୋକମାନଙ୍କ ସହ ବିଭିନ୍ନ ପ୍ରସଙ୍ଗ ଉପରେ ଆଲୋକପାତ କରିଥିଲେ । ଏଥିସହ ଗ୍ରାମର ବିଭିନ୍ନ ସମସ୍ୟା ଓ ତାହାର ସମାଧାନ ପାଇଁ ଆନ୍ଦୋଳନ ମାଧ୍ୟମରେ ପ୍ରତିବାଦ କରାଯିବା ନେଇ ନିଷ୍ପତି ନିଆଯାଇଥିବା ଖବର ମିଳିଛି ।।।